http://www.foododisha.in/
http://www.foododisha.in/

How to Apply for Ration Card? 

ଆମେ ସଭେଁ ଜାଣିଛେ ଯେ ଗରିବ ପରିବାର ପାଇଁ ରେସନ କାର୍ଡ କେତେ ମହତ୍ୱ ପୁର୍ଣ | କିନ୍ତୁ ଆପଣ ଜାଣିଛନ୍ତି ରେସନ କାର୍ଡ କିପରି ମିଳେ
Municipality Area : ନଗର ପାଳିକା କାର୍ଯ୍ୟକାରୀ ଅଧିକାରୀ / ସହାୟକ ନାଗରିକ ଅଧିକାରୀ କାର୍ଯ୍ୟାଳୟ ରେ
Block Area : ବ୍ଲକ ବିକାଶ ଅଧିକାରୀ ର କାର୍ଯ୍ୟାଳୟରେ

( ରେସନ କାର୍ଡ କିପରି ଆବେଦନ କରାଯାଏ ? / How to Apply for Ration Card? )

ନଗର ପାଳିକା କାର୍ଯ୍ୟକାରୀ ଅଧିକାରୀ / ସହାୟକ ନାଗରିକ ଅଧିକାରୀ କାର୍ଯ୍ୟାଳୟ / ବ୍ଲକ ବିକାଶ ଅଧିକାରୀ ର କାର୍ଯ୍ୟାଳୟ ରେ ଆବଶ୍ୟକ ଦସ୍ତାବେଜ ର ସହିତ ରେସନକାର୍ଡ ଆବେଦନ ପତ୍ର ଜମା କରିପାରିବେ | ରେସନକାର୍ଡ ପାଇଁ ନିର୍ମାଲିଖିତ ଦସ୍ତାବେଜର ଆବଶ୍ୟକତା ପଡେ |

1- Proof of Date of Birth.
2-Address proof (electricity bill, water bill, telephone bill, passport, etc.)
3-Family group passport size photograph.
4-Aadhaar Card.
5-Bank Passbook.
6-Caste Certificate.

( ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ଆବେଦନ କରିଥିବା ସମୟସୀମା / Time frame by Food Supply Department, Odisha)

ନୂଆ ରେସନକାର୍ଡ ପାଇଁ : 15 ଦିନ
ଦୁପ୍ଲିକେଟ୍ ରେସନ କାର୍ଡ ପାଇଁ : 3 ଦିନ
ସଦସ୍ୟ ଯୋଡିବା ବା ବିଲାପନ କରିବା ପାଇଁ : 3 ଦିନ
ଠିକଣା ବଦଳାଇବା ପାଇଁ : 2 ଦିନ

କୌଣସି ପଞ୍ଜୀକୃତ ଅଭିଯୋଗ କରିବା ପାଇଁ http://www.grs.pdsodisha.gov.in/ ଏହି link ରେ click କରନ୍ତୁ କିମ୍ବା ( ଟେଲିଫୋନ 1967 କୁ call କରନ୍ତୁ )

ଠିକଣା :- Food Supplies & Consumer Welfare Department,
Odisha State Secretariat,
Sachivalaya Marg,
Unit-2, Bhubaneswar.
Odisha, India.
E-mail: [email protected]

OVERVIEW OF THE FS&CW DEPARTMENT

691cookie-checkHow to Apply for Ration Card in Odisha?